About Poshan Odia HealthPhone
ଏହି ଭିଡିଓର ଉଦ୍ଦେଶ୍ୟ ହେଉଛି ଅପପୁଷ୍ଟିର ଲକ୍ଷଣ ଓ କ୍ଷତିକାରକ ଫଳାଫଳ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଗୋଷ୍ଠୀକୁ ଅପପୁଷ୍ଟି ନିରାକରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉତ୍ସାହିତ କରିବା ଓ ଜଣେ କିପରି ସହଜ କାର୍ଯ୍ୟ ଦ୍ୱାରା ଅପପୁଷ୍ଟି ପ୍ରତିହତ କରିପାରିବ ବୁଝାଇ ଦେବା
1. ଅପପୁଷ୍ଟିର ଲକ୍ଷଣ, ଫଳାଫଳ ଏବଂ ନିରାକରଣ
2. ଗର୍ଭାବସ୍ଥାରେ ଯତ୍ନ: ଗର୍ଭଧାରଣ ସମୟରେ ଯତ୍ନ
3. ସ୍ତନ୍ୟପାନ କରାଇବା ଏବଂ ଛଅ ମାସ ପରେ ଖାଦ୍ୟ
4. ଅପପୁଷ୍ଟି ନିରାକରଣ କରିବା ପାଇଁ ଶପଥ କରନ୍ତୁ
ଏହା ବ୍ୟାପକ ଗୋଷ୍ଠୀ ହିତରେ ବ୍ୟବହାର ପାଇଁ ଉଦ୍ଦିଷ୍ଟ।
ପ୍ରସ୍ତୁତ କରିଛନ୍ତି: ୟୁନିସେଫ୍ ଓ ଅନ୍ୟ ବିକାଶ ଅଂଶିଦାରଙ୍କ ସକ୍ରିୟ ସହାୟତା ସହିତ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ
http://healthphone.org
Download and install
Poshan Odia HealthPhone version 1.2 on your
Android device!
Downloaded 1+ times, content rating: Everyone
Android package:
com.cdac.poshan_Odia, download Poshan Odia HealthPhone.apk